ଶ୍ରୀ ହନୁମାନ ଚାଳିଶା – Chhap Design
ଶ୍ରୀ ହନୁମାନ ଚାଳିଶା – ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନଙ୍କୁ ପୂଜା କରାଯାଏ | ଶ୍ରୀ ହନୁମାନ ଚାଳିଶା ଓ ନାମ ଜପ କରିବା ଦ୍ୱାରା ଭକ୍ତଙ୍କ ସମସ୍ତ ଅସୁବିଧା ଦୂର ହୋଇଥାଏ। ଶ୍ରୀ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ବାକ୍ତିକୁ କଣ ଲାଭ ମିଳେ –
- ବୌଦ୍ଧିକ ବିକାଶ ହୁଏ
- ସକାରତ୍ମକ ଚିନ୍ତା ଉତ୍ପନ ହୁଏ
- ରୋଗ ବାଧ୍ୟୀ ଦୂର ହୁଏ
- ଆଧ୍ୟାତ୍ମିକ ବିକାସ ହୁଏ
- ନକାରାତ୍ମକ ଶକ୍ତି ଆସେ ନାହିଁ।
ହନୁମାନ ଚାଳିଶା ପାଠ କରିବାର ଉପାୟ
ସକାଳେ ସ୍ନାନ କରିବା ପରେ ପରିଷ୍କାର ପୋଷାକ ପିନ୍ଧନ୍ତୁ ଏବଂ ପୂଜାଘରେ ହନୁମାନ ଜୀଙ୍କର ପ୍ରତିମା ସ୍ଥାପନ କରନ୍ତୁ । ଏହା ପରେ କୁଶ ଆସନରେ ବସନ୍ତୁ । ଯଦି କୁଶ ଆସନ ନାହିଁ, ତେବେ ଅନ୍ୟ କୌଣସି ଆସନରେ ବସିପାରିବେ । ଏହା ପରେ ସର୍ବପ୍ରଥମେ ଗଣେଶ ଜୀଙ୍କୁ ପୂଜା କରନ୍ତୁ। ଏହା ପରେ ଭଗବାନ ରାମ ଏବଂ ମାତା ସୀତାଙ୍କ ବିଷୟରେ ଧ୍ୟାନ କରନ୍ତୁ । ଏହା ପରେ, ସଙ୍କଟମୋଚନଙ୍କୁ ନମସ୍କାର କରି ହନୁମାନ ଚଲିସାଙ୍କ ପାଠ କରନ୍ତୁ ।
Credit the Video : Saregama Bhakti YouTube Channel
ଶ୍ରୀ ହନୁମାନ ଚାଳିଶା
॥ ଦୋହା ॥
ଶ୍ରୀ ଗୁରୁ ଚରଣ ସରୋଜ ରଜ ନିଜମନ ମୁକୁର ସୁଧାରି ।
ବରଣୌ ରଘୁବର ବିମଲୟଶ ଜୋ ଦାୟକ ଫଲଚାରି ॥
ବୁଦ୍ଧିହୀନ ତନୁଜାନିକୈ ସୁମିରୌ ପବନ କୁମାର ।
ବଲ ବୁଦ୍ଧି ବିଦ୍ୟା ଦେହୁ ମୋହି ହରହୁ କଲେଶ ବିକାର ॥
॥ ଧ୍ୟାନମ ॥
ଗୋଷ୍ପଦୀକୃତ ବରାଶିଂ ମଶକୀକୃତ ରାକ୍ଷସମ ।
ରାମାୟଣ ମହାମାଲା ରତ୍ନଂ ବଂଦେ ଅନିଲାତ୍ମଜମ ॥
ୟତ୍ର ୟତ୍ର ରଘୁନାଥ କୀର୍ତନଂ ତତ୍ର ତତ୍ର କୃତମସ୍ତକାଂଜଲିମ ।
ଭାଷ୍ପବରି ପରିପୂର୍ଣ ଲୋଚନଂ ମାରୁତିଂ ନମତ ରାକ୍ଷସାଂତକମ ॥
॥ ଚୌପାଈ ॥
ଜୟ ହନୁମାନ ଜ୍ଞାନ ଗୁଣ ସାଗର ।
ଜୟ କପୀଶ ତିହୁ ଲୋକ ଉଜାଗର ॥ ୧ ॥
ରାମଦୂତ ଅତୁଲିତ ବଲଧାମା ।
ଅଂଜନି ପୁତ୍ର ପବନସୁତ ନାମା ॥ ୨ ॥
ମହାବୀର ବିକ୍ରମ ବଜରଙ୍ଗୀ ।
କୁମତି ନିବାର ସୁମତି କେ ସଙ୍ଗୀ ॥ ୩ ॥
କଂଚନ ବରଣ ବିରାଜ ସୁବେଶା ।
କାନନ କୁଂଡଲ କୁଂଚିତ କେଶା ॥ ୪ ॥
ହାଥବଜ୍ର ଔ ଧ୍ଵଜା ବିରାଜୈ ।
କାଁଧେ ମୂଂଜ ଜନେବୂ ସାଜୈ ॥ ୫ ॥
ଶଂକର ସୁବନ କେସରୀ ନନ୍ଦନ ।
ତେଜ ପ୍ରତାପ ମହାଜଗ ବନ୍ଦନ ॥ ୬ ॥
ବିଦ୍ୟାବାନ ଗୁଣୀ ଅତି ଚାତୁର ।
ରାମ କାଜ କରିବେ କୋ ଆତୁର ॥ ୭ ॥
ପ୍ରଭୁ ଚରିତ୍ର ସୁନିବେ କୋ ରସିୟା ।
ରାମଲଖନ ସୀତା ମନ ବସିୟା ॥ ୮ ॥
ସୂକ୍ଷ୍ମ ରୂପଧରି ସିୟହି ଦିଖାବା ।
ବିକଟ ରୂପଧରି ଲଂକ ଜରାବା ॥ ୯ ॥
ଭୀମ ରୂପଧରି ଅସୁର ସଂହାରେ ।
ରାମଚଂଦ୍ର କେ କାଜ ସଂବାରେ ॥ ୧୦ ॥
ଲାୟ ସଂଜୀବନ ଲଖନ ଜିୟାୟେ ।
ଶ୍ରୀ ରଘୁବୀର ହରଷି ଉରଲାୟେ ॥ ୧୧ ॥
ରଘୁପତି କୀନ୍ହୀ ବହୁତ ବଡାୟୀ ।
ତୁମ ମମ ପ୍ରିୟ ଭରତହି ସମ ଭାୟୀ ॥ ୧୨ ॥
ସହସ ବଦନ ତୁମ୍ହରୋ ୟଶଗାବୈ ।
ଅସ କହି ଶ୍ରୀପତି କଣ୍ଠ ଲଗାବୈ ॥ ୧୩ ॥
ସନକାଦିକ ବ୍ରହ୍ମାଦି ମୁନୀଶା ।
ନାରଦ ଶାରଦ ସହିତ ଅହୀଶା ॥ ୧୪ ॥
ୟମ କୁବେର ଦିଗପାଲ ଜହାଂ ତେ ।
କବି କୋବିଦ କହି ସକେ କହାଂ ତେ ॥ ୧୫ ॥
ତୁମ ଉପକାର ସୁଗ୍ରୀବହି କୀନ୍ହା ।
ରାମ ମିଲାୟ ରାଜପଦ ଦୀନ୍ହା ॥ ୧୬ ॥
ତୁମ୍ହରୋ ମନ୍ତ୍ର ବିଭୀଷଣ ମାନା ।
ଲଂକେଶ୍ୱର ଭୟେ ସବ ଜଗ ଜାନା ॥ ୧୭ ॥
ୟୁଗ ସହସ୍ର ୟୋଜନ ପର ଭାନୂ ।
ଲୀଲ୍ୟୋ ତାହି ମଧୁର ଫଲ ଜାନୂ ॥ ୧ ୮ ॥
ପ୍ରଭୁ ମୁଦ୍ରିକା ମେଲି ମୁଖ ମାହୀ ।
ଜଲଧି ଲାଂଘି ଗୟେ ଅଚରଜ ନାହୀ ॥ ୧୯ ॥
ଦୁର୍ଗମ କାଜ ଜଗତ କେ ଜେତେ ।
ସୁଗମ ଅନୁଗ୍ରହ ତୁମ୍ହରେ ତେତେ ॥ ୨୦ ॥
ରାମ ଦୁଆରେ ତୁମ ରଖବାରେ ।
ହୋତ ନ ଆଜ୍ଞା ବିନୁ ପୈସାରେ ॥ ୨୧ ॥
ସବ ସୁଖ ଲହୈ ତୁମ୍ହାରୀ ଶରଣା ।
ତୁମ ରକ୍ଷକ କାହୂ କୋ ଡର ନା ॥ ୨୨ ॥
ଆପନ ତେଜ ତୁମ୍ହାରୋ ଆପୈ ।
ତୀନୋଂ ଲୋକ ହାଂକ ତେ କାଂପୈ ॥ ୨୩ ॥
ଭୂତ ପିଶାଚ ନିକଟ ନହି ଆବୈ ।
ମହବୀର ଜବ ନାମ ସୁନାବୈ ॥ ୨୪ ॥
ନାସୈ ରୋଗ ହରୈ ସବ ପୀରା ।
ଜପତ ନିରଂତର ହନୁମତ ବୀରା ॥ ୨୫ ॥
ସଂକଟ ସେଂ ହନୁମାନ ଛୁଡାବୈ ।
ମନ କ୍ରମ ବଚନ ଧ୍ୟାନ ଜୋ ଲାବୈ ॥ ୨୬ ॥
ସବ ପର ରାମ ତପସ୍ଵୀ ରାଜା ।
ତିନକେ କାଜ ସକଲ ତୁମ ସାଜା ॥ ୨୭ ॥
ଔର ମନୋରଧ ଜୋ କୋୟି ଲାବୈ ।
ତାସୁ ଅମିତ ଜୀବନ ଫଲ ପାବୈ ॥ ୨୮ ॥
ଚାରୋ ୟୁଗ ପରିତାପ ତୁମ୍ହାରା ।
ହୈ ପରସିଦ୍ଧ ଜଗତ ଉଜିୟାରା ॥ ୨୯ ॥
ସାଧୁ ସନ୍ତ କେ ତୁମ ରଖୱାରେ ।
ଅସୁର ନିକନ୍ଦନ ରାମ ଦୁଲାରେ ॥ ୩୦ ॥
ଅଷ୍ଠସିଦ୍ଧି ନବ ନିଧି କେ ଦାତା ।
ଅସ ବର ଦୀନ୍ହ ଜାନକୀ ମାତା ॥ ୩୧ ॥
ରାମ ରସାୟନ ତୁମ୍ହାରେ ପାସା ।
ସାଦ ରହୋ ରଘୁପତି କେ ଦାସା ॥ ୩୨ ॥
ତୁମ୍ହରେ ଭଜନ ରାମକୋ ପାବୈ ।
ଜନ୍ମ ଜନ୍ମ କେ ଦୁଖ ବିସରାବୈ ॥ ୩୩ ॥
ଅଂତ କାଲ ରଘୁବର ପୁରଜାୟୀ ।
ଜହାଂ ଜନ୍ମ ହରିଭକ୍ତ କହାୟୀ ॥ ୩୪ ॥
ଔର ଦେବତା ଚିତ୍ତ ନ ଧରୟୀ ।
ହନୁମତ ସେୟି ସର୍ବ ସୁଖ କରୟୀ ॥ ୩୫ ॥
ସଂକଟ କଟୈ ମିଟୈ ସବ ପୀରା ।
ଜୋ ସୁମିରୈ ହନୁମତ ବଲ ବୀରା ॥ ୩୬ ॥
ଜୈ ଜୈ ଜୈ ହନୁମାନ ଗୋସାୟୀ ।
କୃପା କରୋ ଗୁରୁଦେବ କୀ ନାୟୀ ॥ ୩୭ ॥
ଜୋ ଶତ ବାର ପାଠ କର କୋୟୀ ।
ଛୂଟହି ବନ୍ଦି ମହା ସୁଖ ହୋୟୀ ॥ ୩୮ ॥
ଜୋ ୟହ ପଡୈ ହନୁମାନ ଚାଲୀସା ।
ହୋୟ ସିଦ୍ଧି ସାଖୀ ଗୌରୀଶା ॥ ୩୯ ॥
ତୁଲସୀଦାସ ସଦା ହରି ଚେରା ।
କୀଜୈ ନାଥ ହୃଦୟ ମହ ଡେରା ॥ ୪୦ ॥
॥ ଦୋହା ॥
ପବନ ତନୟ ସଙ୍କଟ ହରଣ – ମଙ୍ଗଳ ମୂରତି ରୂପ ।
ରାମ ଲଖନ ସୀତା ସହିତ – ହୃଦୟ ବସହୁ ସୁରଭୂପ ॥
ସିୟାବର ରାମଚନ୍ଦ୍ରକୀ ଜୟ ।
ପବନସୁତ ହନୁମାନକୀ ଜୟ ।
ବୋଲୋ ଭାୟୀ ସବ ସନ୍ତନକୀ ଜୟ ।
Credit the Video: STRINGS YouTube Channel [Uthara Unnikrishnan]